അർത്ഥം : ଯେଉଁ ସମ୍ପାଦକୀୟ ତଥ୍ୟଦ୍ୱାରା ବର୍ତନୀ ଓ ବିରାମଚିହ୍ନ ଏବଂ ବଡ଼ ଅକ୍ଷରଗୁଡ଼ିକ ପ୍ରୟୋଗ ତଥା ମୁଦ୍ରଣ ସମ୍ବନ୍ଧୀୟ ପ୍ରଦର୍ଶନପାଇଁ ବ୍ୟବହାର କରାଯାଏ
ഉദാഹരണം :
ଶୈଳୀକୁ ଆଧାରକରି ବର୍ତନୀର ପ୍ରୟୋଗ ହେବା ଉଚିତ
പര്യായപദങ്ങൾ : ଷ୍ଟାଇଲ
മറ്റ് ഭാഷകളിലേക്കുള്ള വിവർത്തനം :
Editorial directions to be followed in spelling and punctuation and capitalization and typographical display.
styleഅർത്ഥം : କାମଆଦି କରିବାପାଇଁ ନିର୍ଦିଷ୍ଟ ଶୈଳୀ
ഉദാഹരണം :
ଯଦି ତୁମେ ଏହି ଢଙ୍ଗରେ କାମ କରିବ, ତେବେ ପରେ ବହୁତ ପଶ୍ଚାତାପ କରିବ
പര്യായപദങ്ങൾ : କାମ ଶୈଳୀ, ଢଙ୍ଗ, ପଦ୍ଧତି, ବିଧି, ରୀତି
മറ്റ് ഭാഷകളിലേക്കുള്ള വിവർത്തനം :
A way of doing something, especially a systematic way. Implies an orderly logical arrangement (usually in steps).
methodഅർത്ഥം : ଭାଷା,କଳା,ସଂଗୀତ ଆଦିରେ କିଛି ଅଭିବ୍ୟକ୍ତ ବା ପ୍ରକଟ କରିବାର ଉପାୟ ଯାହା ହେଉଛି କୌଣସି ବିଶେଷ ବ୍ୟକ୍ତି, ସମୁଦାୟ, ବା ସମୟ ସୀମାର ବିଶିଷ୍ଟତା
ഉദാഹരണം :
ସମସ୍ତ ସାମ୍ବାଦିକ ସମାଚାର ପତ୍ରର ଶୈଳୀକୁ ମାନିବା ଉଚିତ
മറ്റ് ഭാഷകളിലേക്കുള്ള വിവർത്തനം :
* भाषा, कला, संगीत आदि में कुछ अभिव्यक्त या प्रकट करने का तरीका जो किसी विशेष व्यक्ति, समुदाय या अवधि की विशिष्टता हो।
सभी पत्रकार समाचार-पत्रों की शैली को अपनाना चाहते हैं।A way of expressing something (in language or art or music etc.) that is characteristic of a particular person or group of people or period.
All the reporters were expected to adopt the style of the newspaper.അർത്ഥം : ବାକ୍ୟ ରଚନାର ଏକ ବିଶିଷ୍ଟତା ଯାହା ଲେଖଙ୍କର ନିଜସ୍ୱ ଭାଷା ସମ୍ପର୍କୀୟ ସ୍ୱତନ୍ତ୍ର୍ୟ ସୂଚକ ହୁଏ
ഉദാഹരണം :
ସୁରଦାସଙ୍କ ଭାଷା ଶୈଳୀ ଅଭିନବ
പര്യായപദങ്ങൾ : ଭାଷା ଶୈଳୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦିଆଯାଇଥିବା ବା ଏକ ବିଶେଷ ସମୟର ପ୍ରକାର
ഉദാഹരണം :
୧୯୨୦ର ଏକ ନିଜସ୍ୱ ଶୈଳୀ ଥିଲା
പര്യായപദങ്ങൾ : ଷ୍ଟାଇଲ
മറ്റ് ഭാഷകളിലേക്കുള്ള വിവർത്തനം :