അർത്ഥം : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ
ഉദാഹരണം :
ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ
പര്യായപദങ്ങൾ : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳି
മറ്റ് ഭാഷകളിലേക്കുള്ള വിവർത്തനം :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeഅർത്ഥം : ଗୋଟିଏ ସୁଗନ୍ଧିତ ଧଳାଫୁଲ ଯାହାର ଡେମ୍ଫ ନାରଙ୍ଗୀ ରଙ୍ଗର ହୋଇଥାଏ
ഉദാഹരണം :
ଛୋଟ ଛୋଟ ପିଲାମାନେ ଫୁଲମାଳ ଗୁନ୍ଥିବାପାଇଁ ଶେଫାଳି ଫୁଲ ଗୋଟାଉଥିଲେ
പര്യായപദങ്ങൾ : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳି
മറ്റ് ഭാഷകളിലേക്കുള്ള വിവർത്തനം :