പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଶୃଙ୍ଗାର എന്ന വാക്കിന്റെ അർത്ഥവും ഉദാഹരണവും.

ଶୃଙ୍ଗାର   ବିଶେଷ୍ୟ

അർത്ഥം : ସାହିତ୍ୟରେ ନବରସ ଗୁଡ଼ିକ ମଧ୍ୟରୁ ସବୁଠୁ ପ୍ରସିଦ୍ଧ ପ୍ରଧାନ ରସ

ഉദാഹരണം : ଶୃଙ୍ଗାର ରସରେ ନାୟକ-ନାୟିକାଙ୍କ ମିଳନ ବା ସଂଯୋଗରୁ ଉତ୍ପନ୍ନ ସୁଖ ବା ବିୟୋଗ କାରଣରୁ ହେଉଥିବା କଷ୍ଟର ବର୍ଣ୍ଣନା ହୋଇଥାଏ

പര്യായപദങ്ങൾ : ଶୃଙ୍ଗାର ରସ


മറ്റ് ഭാഷകളിലേക്കുള്ള വിവർത്തനം :

साहित्य के नौ रसों में से सबसे अधिक प्रसिद्ध प्रधान रस।

शृंगार रस में नायक-नायिका के मिलन अथवा संयोग से उत्पन्न सुख या वियोग के कारण होने वाले कष्टों का वर्णन होता है।
आदिरस, शृंगार, शृंगार रस, श्रृंगार, श्रृंगार रस

അർത്ഥം : ସ୍ତ୍ରୀମାନେ ଗହଣା, ଲୁଗା ଆଦିରେ ନିଜକୁ ସୁସଜ୍ଜିତ କରିବା ପ୍ରକ୍ରିୟା

ഉദാഹരണം : ସୀତା ଶୃଙ୍ଗାର କକ୍ଷରେ ଘଣ୍ଟାଏ ହେଲାଣି ସଜବାଜ ହେଉଛି

പര്യായപദങ്ങൾ : ଅଙ୍ଗରାଗ, ଅଙ୍ଗସଜା, ବେଶବିନ୍ୟାସ, ମେକପ୍‌, ସଜବାଜ, ସାଜସଜ୍ଜା


മറ്റ് ഭാഷകളിലേക്കുള്ള വിവർത്തനം :

Cosmetics applied to the face to improve or change your appearance.

make-up, makeup, war paint

അർത്ഥം : ସଜାଇହେବା ବା ସଜ୍ଜିତ ହେବା ପ୍ରକ୍ରିୟା

ഉദാഹരണം : ସାଧାରଣତଃ ସ୍ତ୍ରୀ ଲୋକମାନେ ଶୃଙ୍ଗାରରେ ଅଧିକ ସମୟ କାଟନ୍ତି

പര്യായപദങ്ങൾ : ବେଶ, ରୂପସଜ୍ଜା, ସାଜସଜ୍ଜା