അർത്ഥം : କୌଣସି ଅପବିତ୍ର ବସ୍ତୁକୁ ପବିତ୍ର କରିବା ବା କୌଣସି ଧର୍ମଚ୍ୟୁତ ବ୍ୟକ୍ତିକୁ ଧର୍ମରେ ମିଶାଇବା ପାଇଁ ବା ତାଙ୍କୁ ଧାର୍ମିକ କରିବାପାଇଁ କରାଯାଉଥିବା ଧାର୍ମିକ କୃତ୍ୟ
ഉദാഹരണം :
ଏହି ଆଶ୍ରମକୁ ଆସୁଥିବା ଲୋକଙ୍କର ଶୁଦ୍ଧି ଆବଶ୍ୟକ
മറ്റ് ഭാഷകളിലേക്കുള്ള വിവർത്തനം :
किसी अपवित्र वस्तु को पवित्र करने या किसी धर्म-च्यूत व्यक्ति को फिर से धर्म में मिलाने या उसे धार्मिक बनाने के लिए किया जाने वाला धार्मिक कृत्य।
इस आश्रम में आने वालों की शुद्धि आवश्यक है।The prescribed procedure for conducting religious ceremonies.
ritualഅർത്ഥം : ଶ୍ରାଦ୍ଧ ଅନ୍ତର୍ଗତ ପିଣ୍ଡଦାନର ବେଦୀ ଉପରେ ସଜାଇ ରଖା ଯାଇଥିବା କୁଶ ଉପରେ ଜଳ ଛିଞ୍ଚି ଶୁଦ୍ଧ କରିବା
ഉദാഹരണം :
ପୁରିହିତ ପୁଅର ଶୁଦ୍ଧି କାର୍ଯ୍ୟ ସମ୍ପର୍ଣ୍ଣ କଲେ
മറ്റ് ഭാഷകളിലേക്കുള്ള വിവർത്തനം :
श्राद्ध के अंतर्गत पिंडदान की वेदी पर बिछाए हुए कुशों पर जल सींचने का संस्कार।
पंडितजी ने पुत्र से अवनेजन का कार्य सम्पन्न करवाया।അർത്ഥം : କୌଣସି ମୁସଲମାନ ସାଧୁ ବା ମହାତ୍ମାଙ୍କ ମୃତ୍ୟୁ ଦିବସର କ୍ରିୟାକର୍ମ
ഉദാഹരണം :
ସୁଫି ଫକୀରଙ୍କ ଶୁଦ୍ଧିକ୍ରିୟାରେ ଲକ୍ଷଲୋକ ସମ୍ମିଳିତ ହୋଇଥିଲେ
പര്യായപദങ്ങൾ : ଶୁଦ୍ଧିକ୍ରିୟା
മറ്റ് ഭാഷകളിലേക്കുള്ള വിവർത്തനം :