അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପୁରୁଷ ଜୀବଜନ୍ତୁଙ୍କ ଭିତରେ ନର ବୀର୍ଯ୍ୟରେ ମିଳୁଥିବା ସେହି ଜୀବାଣୁ ଯାହାର ଡିମ୍ବ ସହିତ ସଂଯୋଗ ନୂଆ ଜୀବ ଉତ୍ପତ୍ତିର କାରଣ ହୋଇଥାଏ
ഉദാഹരണം : ପୁରୁଷ ବୀର୍ଯ୍ୟରେ ଶୁକ୍ରାଣୁ ମିଳିଥାଏ
പര്യായപദങ്ങൾ : ବୀଜାଣୁ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जीव-जन्तुओं में नर जाति के वीर्य में पाए जाने वाला वह जीवाणु जो डिंभ से संयोग कर नए जीव की उत्पत्ति का कारण बनता है।
അർത്ഥം : ଶରୀରର ସେହି ଧାତୁ ଯାହାଦ୍ୱାରା ତାହାର ବଳ, ତେଜ ଓ କାନ୍ତି ଆସେ ଏବଂ ସନ୍ତାନ ଉତ୍ପନ୍ନ ହୁଏ
ഉദാഹരണം : ସେ ବୀର୍ଯ୍ୟ ସମ୍ବନ୍ଧୀ ରୋଗରେ ପୀଡ଼ିତ
പര്യായപദങ്ങൾ : ଧାତୁ, ବୀର୍ଯ୍ୟ, ରେତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
शरीर की वह धातु जिससे उसमें बल, तेज और कान्ति आती है और सन्तान उत्पन्न होती है।
The thick white fluid containing spermatozoa that is ejaculated by the male genital tract.
ഇൻസ്റ്റാൾ ചെയ്യുക