പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଶିଢ଼ି എന്ന വാക്കിന്റെ അർത്ഥവും ഉദാഹരണവും.

ଶିଢ଼ି   ବିଶେଷ୍ୟ

അർത്ഥം : ଉପରକୁ ଚଢ଼ିବା ବା ଓହ୍ଲାଇବା ପାଇଁ ସ୍ଥାୟୀ ରୁପରେ ତିଆରି ହୋଇଥିବା ସେହି ସ୍ଥାନ ଯାହା ଉପରେ ଗୋଟିଏ ପରେ ଗୋଟିଏ ପାଦ ରଖିବାର ସୁବିଧା ରହିଥାଏ

ഉദാഹരണം : ମୋ ଘରର ଶିଢ଼ି ଚକ୍ରାକାର ଶିଢ଼ିରେ ତା ପାଦ ଖସିଗଲା ଓ ସେ ତଳେ ପଡ଼ିଗଲା

പര്യായപദങ്ങൾ : ନିଶୁଣି, ଶିଡ଼ି


മറ്റ് ഭാഷകളിലേക്കുള്ള വിവർത്തനം :

ऊपर चढ़ने या उतरने के लिए स्थिर रूप से बनाया गया वह स्थान जिस पर एक के बाद एक पैर रखने का स्थान होता है।

मेरे घर की सीढ़ियाँ घुमावदार है।
सीढ़ी पर से पैर फिसला और वह नीचे गिर पड़ी।
अधिरोहिणी, अधिश्रयणी, ज़ीना, जीना, सीढ़ी

A way of access (upward and downward) consisting of a set of steps.

staircase, stairway

അർത്ഥം : ଗୋଟିଏ ପରେ ଗୋଟିଏ ପାଦ ରଖିବାପାଇଁ ସ୍ଥାନ ଥାଇ ଉଚ୍ଚ ସ୍ଥାନକୁ ଚଢ଼ିବା ବା ଓହ୍ଲାଇବା ନିମନ୍ତେ ଏକ ଉପକରଣ

ഉദാഹരണം : ପକ୍କା ଘରର ଛାତ ଉପରକୁ ଚଢ଼ିବା ପାଇଁ ଶିଢ଼ି ତିଆରି ହେଉଛି

പര്യായപദങ്ങൾ : ନିଶୁଣି, ଶିଡ଼ି