അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ଉନ୍ନତ ଭବନ, ମହଲ ଆଦିର ଶିଖର
ഉദാഹരണം : ଯେଉଁ ଭବନର ଶିଖର ଉପରେ ଚିଲ ତିଆରି ହୋଇଛି, ମୁଁ ସେଇଠି ରହୁଛି
പര്യായപദങ്ങൾ : ଚୂଡା, ଶୀର୍ଷ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
किसी उन्नत भवन, महल आदि का शिखर।
അർത്ഥം : କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
ഉദാഹരണം : ଏହି ମନ୍ଦିରର ଶିଖର ଦେଶରେ ଏକ ଗେରୁଆ ରଙ୍ଗର ପତକା ଉଡ଼ୁଛି ଶ୍ୟାମ ସଫଳତାର ଶିଖରରେ ପହଁଞ୍ଚିଯାଇଛି
പര്യായപദങ്ങൾ : ଶୀର୍ଷ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी वस्तु, स्थान आदि का सबसे ऊपरी भाग।
The highest point (of something).
ഇൻസ്റ്റാൾ ചെയ്യുക