അർത്ഥം : କୌଣସି ବିଷୟ ବିଶେଷତଃ ଜଡ଼ ପଦାର୍ଥ ଓ ଲୌକିକ ବିଷୟ ସଂପର୍କିତ କଥା ଓ ତତ୍ତ୍ୱର ଯେଉଁ ବିବେଚନା ଏକ ସ୍ୱତନ୍ତ୍ର ଶାସ୍ତ୍ର ରୂପରେ ଥାଏ
ഉദാഹരണം :
ରାମ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛି ରାହୁଳ ଆଜିକାଲି ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରୁଛି
പര്യായപദങ്ങൾ : ବିଜ୍ଞାନ, ବିଦ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
A particular branch of scientific knowledge.
The science of genetics.അർത്ഥം : ଜନସାଧାରଣଙ୍କ ହିତପାଇଁ ଉଲ୍ଲେଖ କରାଯାଉଥିବା ଧାର୍ମିକ ଗ୍ରନ୍ଥ
ഉദാഹരണം :
ମୋ ମା’ ଅବସର ସମୟରେ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରନ୍ତି
പര്യായപദങ്ങൾ : ଧର୍ମଶାସ୍ତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
जन-साधारण के हित के लिए विधान बतलाने वाले धार्मिक ग्रंथ।
मेरी माँ खाली समय में शास्त्रों का अध्ययन करती है।