അർത്ഥം : କୌଣସି ଶାସକର ଅଧିନରେ ଥିବା ଲୋକସମସ୍ତ ବା ସକଳ ବା ସମୁଦାୟ
ഉദാഹരണം :
ସରକାର ଶାସିତଙ୍କୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରୁଛନ୍ତି
പര്യായപദങ്ങൾ : ପ୍ରଶାସିତ, ଶାସିତ
മറ്റ് ഭാഷകളിലേക്കുള്ള വിവർത്തനം :
लोगों की वह इकाई या समुदाय जो किसी शासक के अधीन हो।
सरकार शासितों को ध्यान में रखकर योजनाएँ बना रही है।The body of people who are citizens of a particular government.
Governments derive their just powers from the consent of the governed.