അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଧାନପତ୍ର ଭଳି ହାଲୁକା ଶାଗୁଆ ରଙ୍ଗ
ഉദാഹരണം : ଶୀଲା ଶୁଆକୁ ଶାଗୁଆ ରଙ୍ଗରେ ରଙ୍ଗଉଛି
പര്യായപദങ്ങൾ : ଶୁଆପଖିଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
धान की पत्तियों का-सा हलका हरा रंग।
അർത്ഥം : ଧାନର ପତ୍ର ଭଳି ହାଲୁକା ସବୁଜ ରଙ୍ଗର
ഉദാഹരണം : ବର୍ଷା ଋତୁରେ ଧରଣୀ ଏଭଳି ଲାଗେ ସତେ ଯେପରି ସେ ଶୁଆପକ୍ଷିଆ ଓଢ଼ଣୀ ଘୋଡ଼ିହୋଇଛି
പര്യായപദങ്ങൾ : ଶୁଆପକ୍ଷିଆ
धान की पत्तियों का-सा हल्के हरे रंग का।
അർത്ഥം : ଯାହା ସବୁଜ ରଙ୍ଗର
ഉദാഹരണം : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
പര്യായപദങ്ങൾ : ସବୁଜ, ହରିତ
जो हरे रंग का हो।
ഇൻസ്റ്റാൾ ചെയ്യുക