അർത്ഥം : ସତେଇଶ ନକ୍ଷତ୍ର ମଧ୍ୟରୁ ଚତୁର୍ବିଂଶତିତମ ନକ୍ଷତ୍ର
ഉദാഹരണം :
ଶତଭିଷା ନକ୍ଷତ୍ର ପୂର୍ବରୁ ଧନିଷ୍ଠା ନକ୍ଷତ୍ର ପଡ଼େ
പര്യായപദങ്ങൾ : ଶତଭିଷାନକ୍ଷତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
सत्ताईस नक्षत्रों में से चौबीसवाँ नक्षत्र।
शतभिषा नक्षत्र से पूर्व धनिष्ठा नक्षत्र आता है।അർത്ഥം : ଯେଉଁ ସମୟରେ ଚନ୍ଦ୍ର ଶତଭିଷା ନକ୍ଷତ୍ରରେ ଥାଏ
ഉദാഹരണം :
ଶତଭିଷା ନକ୍ଷତ୍ରରେ ମାଳବିକାର ଜନ୍ମ ହୋଇଥିଲା
പര്യായപദങ്ങൾ : ଶତଭିଷା ନକ୍ଷତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
वह समय जब चंद्रमा शतभिषा नक्षत्र में होता है।
मालविका का जन्म शतभिषा नक्षत्र में हुआ।