അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଶହେ ବର୍ଷର ସମୟ
ഉദാഹരണം : ଏହି ଶତାବ୍ଦୀରେ ଭାରତର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହୋଇଛି
പര്യായപദങ്ങൾ : ଶତାବ୍ଦୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
सौ वर्ष का समय।
A period of 100 years.
അർത്ഥം : ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ତୃତୀୟ ସ୍ଥାନ ଯାହା ଶହେରେ ଗୁଣିହେବାଭଳି ଜଣାପଡ଼େ
ഉദാഹരണം : ଚାରିଶହ ତିନିରେ ଶତକ ସ୍ଥାନରେ ଚାରି ଅଛି
പര്യായപദങ്ങൾ : ଶହ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अंकों के स्थानों की गिनती में इकाई की ओर से गिनने पर तीसरा स्थान जिसमें सौ गुणित का बोध होता है।
അർത്ഥം : ଶହେ ରନ୍
ഉദാഹരണം : ସଚିନ ଶତକ କରିବା କ୍ଷଣି ଷ୍ଟେଡିୟମ ତାଳି ମାଡ଼ରେ ଗୁଞ୍ଜରିତ ହୋଇ ଉଠିଲା
सौ रन।
ഇൻസ്റ്റാൾ ചെയ്യുക