അർത്ഥം : ଯେଉଁ ବସ୍ତୁର ଗୋଟିଏ ମୁଣ୍ଡ ଗୋଲ ତଥା ଅନ୍ୟ ମୁଣ୍ଡ ମୁନିଆ ବିନ୍ଦୁ ଭଳି ହୋଇଥାଏ
ഉദാഹരണം :
ଏହି ଶଙ୍କୁ ମୁହଁର ବ୍ୟାସ କେତେ ହେବ?
മറ്റ് ഭാഷകളിലേക്കുള്ള വിവർത്തനം :
वह आकार जिसका एक सिरा गोल तथा दूसरा सिरा नुकीली बिन्दु की तरह होता है।
इस शंकु के मुख का व्यास कितना होगा?അർത്ഥം : ଯେଉଁ ପଥର ବା ଖୁମ୍ବ ଗାଁ ସୀମାରେ ପୋତାଯାଇଥାଏ
ഉദാഹരണം :
ତାଙ୍କୁ ଦୂରରୁ ଗାଁର ଶଙ୍କୁ ହିଁ ଦେଖାଯାଉଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
वह पत्थर या खंभा जो गाँव की सीमा पर गाड़ा जाता है।
उन्हें गाँव का चीरा दूर से ही दिखाई पड़ रहा था।അർത്ഥം : ପ୍ରାଚୀନ କାଳରେ ଯେଉଁ ଖୁଣ୍ଟି ମାଧ୍ୟମରେ ସୂର୍ଯ୍ୟ ବା ଆଲୋକର ଛାଇ ମାପ କରାଯାଉଥିଲା
ഉദാഹരണം :
ଶଙ୍କୁ ଛାଇର ଲମ୍ବରୁ ସମୟ ଗଣନା କରାଯାଉଥିଲା
പര്യായപദങ്ങൾ : ଶଙ୍କୁଯନ୍ତ୍ର
മറ്റ് ഭാഷകളിലേക്കുള്ള വിവർത്തനം :