പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଲେଜର എന്ന വാക്കിന്റെ അർത്ഥവും ഉദാഹരണവും.

ଲେଜର   ବିଶେଷ୍ୟ

അർത്ഥം : କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥରେ ଅନୁରକ୍ଷିତ ଉତ୍ତେଜିତ ଉତ୍ସର୍ଜନର ପରିଣାମସ୍ବରୂପ ଉତ୍ପନ୍ନ ଉଚ୍ଚତୀବ୍ରତାବିଶିଷ୍ଟ ପ୍ରକାଶଯୁକ୍ତ, ଅବରକ୍ତ ବା ପାରାବାଇଗଣୀ ବିକିରଣର ସ୍ରୋତ

ഉദാഹരണം : ଅନେକ ଉପାୟରେ ଲେଜରର ବ୍ୟବହାର କରାଯାଏ

അർത്ഥം : ଲେଜର ସାହାଯ୍ୟରେ କରାଯାଉଥିବା ଚିକିତ୍ସା

ഉദാഹരണം : କେତେକ ରୋଗରେ ଲେଜର ଚିକିତ୍ସା ପ୍ରଭାବଶାଳୀ ପ୍ରମାଣିତ ହୋଇଛି

പര്യായപദങ്ങൾ : ଲେଜର ଚିକିତ୍ସା, ଲେଜର ଟ୍ରିଟମେଣ୍ଟ


മറ്റ് ഭാഷകളിലേക്കുള്ള വിവർത്തനം :

അർത്ഥം : ଏକ ଉପକରଣ ଯାହା ଉତ୍ତେଜିତ ଉତ୍ସର୍ଜନ ପ୍ରକ୍ରିୟାଦ୍ବାରା ବିଶେଷଭାବେ ଉତ୍ପନ୍ନ ବିଦ୍ୟୁତଚୁମ୍ବକୀୟ ରଶ୍ମି ସୃଷ୍ଟିକରେ ଓ ପରିବର୍ତ୍ତନ କରେ

ഉദാഹരണം : ଶଲ୍ୟଚିକିତ୍ସା, କଠିନ ତଥା ସୂକ୍ଷ୍ମ ବସ୍ତୁକୁ କାଟିବା‌ପାଇଁ ଲେଜର ରଶ୍ମିର ବ୍ୟବହାର ହୁଏ

പര്യായപദങ്ങൾ : ଲେଜର ରଶ୍ମି


മറ്റ് ഭാഷകളിലേക്കുള്ള വിവർത്തനം :

एक उपकरण जो उत्तेजित उत्सर्जन की प्रक्रिया द्वारा विशेष आवृत्ति वाले विद्युतचुम्बकीय प्रकाश को बनाता तथा परिवर्धित करता है।

लेज़र का उपयोग शल्यचिकित्सा, कड़ी तथा नाज़ुक चीजों को काटने आदि में होता है।
लाइट एम्प्लिपिकेशन बाइ स्टिम्युलेटिड इमिशन ऑफ रेडिएशन, लेजर, लेज़र, लेसर, लैजर, लैज़र

An acronym for light amplification by stimulated emission of radiation. An optical device that produces an intense monochromatic beam of coherent light.

laser, optical maser

അർത്ഥം : ଅବରକ୍ତ ବା ସୂକ୍ଷ୍ମ ତରଙ୍ଗ ବିକିରଣ ହେଲାଭଳି କୌଣସି ପ୍ରକାରର ବିଦ୍ୟୁତ ଚୁମ୍ବକୀୟ ବିକିରଣର କିରଣପୁଞ୍ଜ ଉତ୍ପନ୍ନ କରୁଥିବା ସ୍ରୋତ

ഉദാഹരണം : ସର୍ବପ୍ରଥମେ ଆଲବର୍ଟ ଆଇନଷ୍ଟାଇନ ଲେଜର ପ୍ରସ୍ତୁତ କରିଥିଲେ