അർത്ഥം : ଗୋଟିଏ ବର୍ଣ୍ଣବୃତ୍ତ
ഉദാഹരണം :
ଲୀଳାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ନଗଣ ଏବଂ ଗୋଟିଏ ଗୁରୁ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ମାତ୍ରା ଛନ୍ଦ
ഉദാഹരണം :
ଲୀଳାର ପ୍ରତ୍ୟେକ ପାଦରେ ବାରଟି ମାତ୍ରା ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ମାତ୍ରା ଛନ୍ଦ ଯେଉଁଥିରେ ଚବିଶ ମାତ୍ରା ଥାଏ
ഉദാഹരണം :
ଲୀଳାରେ ସାତଟି,ସାତଟି,ସାତଟି ଏବଂ ତିନିଟିର ବିରାମକୁ ନେଇ ଚବିଶଟି ମାତ୍ରା ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
एक मात्रिक छंद जिसमें चौबीस मात्राएँ होती है।
लीला में सात, सात, सात एवं तीन के विराम से चौबीस मात्राएँ होती हैं।അർത്ഥം : କେବଳ ମନୋରଞ୍ଜନ ନିମନ୍ତେ କରାଯାଉଥିବା କାମ
ഉദാഹരണം :
ମାଆ ଯଶୋଦା ବାଳ କୃଷ୍ଣଙ୍କ ଲୀଳା ଦେଖି ବହୁତ ପ୍ରସନ୍ନ ହେଉଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
केवल मनोरंजन के लिए किया जानेवाला काम।
माँ यशोदा बाल कृष्ण की लीला देखकर बहुत प्रसन्न होती थीं।അർത്ഥം : ଅବତାରମାନଙ୍କର ବା ଦେବତାମାନଙ୍କର ଚରିତ୍ରର ଅଭିନୟ
ഉദാഹരണം :
ରାମନବମୀ ଅବସରରେ ଗାଁରେ ରାମଲୀଳାର ଆୟୋଜନ କରାଯାଇଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
अवतारों या देवताओं के चरित्र का अभिनय।
रामनवमी के अवसर पर गाँव में राम की लीला का आयोजन किया गया है।അർത്ഥം : ଗର୍ବପୂର୍ବକ ନିଜର ହାବଭାବ ଦେଖାଇବା କ୍ରିୟା ବା ଭାବ
ഉദാഹരണം :
ତାହାର ଠାଣିମାଣି ମୋତେ ଆକୃଷ୍ଟ କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :