അർത്ഥം : ଯାହାର କୌଣସି ଲିଙ୍ଗ ନର୍ଣ୍ଣୟ କରିହୁଏ ନାହିଁ
ഉദാഹരണം :
ଲିଙ୍ଗହୀନ ଶିବଙ୍କଠାରୁ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ,ପଞ୍ଚ ମହାଭୂତ, ମନ ଏବଂ ସ୍ଥୁଳ-ସୂକ୍ଷ୍ମ ଜଗତ ଉତ୍ପନ୍ନ ହୋଇଥାଏ
പര്യായപദങ്ങൾ : ଅଲିଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁଥିରେ ଲିଙ୍ଗ ସୂଚକ ତତ୍ତ୍ବ ନାହିଁ ତଥା ଏଥିପାଇଁ ଦୁଇଟି ଲିଙ୍ଗ ସମାନ ରୂପରେ ପ୍ରଯୁକ୍ତ ହୋଇଥାଏ
ഉദാഹരണം :
ତୁମେ, ଏହା, ଆମେ ଆଦି ଲିଙ୍ଗହୀନ ଶବ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :