അർത്ഥം : କାମରେ ଆସିବା ବା ଲାଗିବା
ഉദാഹരണം :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
പര്യായപദങ്ങൾ : ଖର୍ଚ୍ଚହେବା, ଦରକାର ହେବା, ବ୍ୟବହାର ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଭାବ ବା ଅବସ୍ଥା ଆଦି ଉତ୍ପନ୍ନ ହେବା
ഉദാഹരണം :
ଆଜିର ହାସ୍ୟ କବି ସମ୍ମିଳନୀରେ ବହୁତ ଖୁସି ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାର୍ଯ୍ୟରତ ରହିବା
ഉദാഹരണം :
ରଚନା ଦିନଯାକ ମିଠେଇ ତିଆରି କରିବାରେ ଲାଗିଥିଲା
പര്യായപദങ്ങൾ : କାର୍ଯ୍ୟବ୍ୟସ୍ତରହିବା, କାର୍ଯ୍ୟରତ ରହିବା, ଜୁଟିବା
മറ്റ് ഭാഷകളിലേക്കുള്ള വിവർത്തനം :
कार्य आदि में रत होना।
रचना दिन भर मिठाई बनाने में लगी रही।അർത്ഥം : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
ഉദാഹരണം :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
പര്യായപദങ്ങൾ : ଜାବୁଡ଼ି ଧରିବା, ମିଶିଯିବା, ଯୋଡ଼ିହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଜିନିଷ ଉପରେ କିଛି ସିଲେଇ କରିବା, ଯୋଡ଼ିବା ବା ମଡ଼ାଇବା
ഉദാഹരണം :
ସାର୍ଟରେ ବୋତାମ ଲାଗି ଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ଠିକ ଜାଗାରେ ପହଞ୍ଚେଇବା
ഉദാഹരണം :
ଡଙ୍ଗା ନଦୀ କୂଳରେ ଲାଗିଲା
പര്യായപദങ്ങൾ : ପହଞ୍ଚିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାମରେ ଲାଗିବା
ഉദാഹരണം :
ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ମୋହିତ କାମରେ ବ୍ୟସ୍ତ ରହିଥିଲା
പര്യായപദങ്ങൾ : ବ୍ୟସ୍ତରହିବା, ଲାଗିରହିବା
അർത്ഥം : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
ഉദാഹരണം :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
പര്യായപദങ്ങൾ : ଅବଗତ ହେବା, ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା
മറ്റ് ഭാഷകളിലേക്കുള്ള വിവർത്തനം :
Appear to begin an activity.
He made to speak but said nothing in the end.അർത്ഥം : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା
ഉദാഹരണം :
ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ
പര്യായപദങ്ങൾ : ଜଣାପଡ଼ିବା, ମାଲୁମ ପଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
देखकर या अनुमान से कुछ महसूस करना।
मुझे लग रहा है कि अब वह नहीं आएगा।അർത്ഥം : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
ഉദാഹരണം :
ଜିଲାପି ଭଲଭାବେ ବୁଡ଼ିନାହିଁ
പര്യായപദങ്ങൾ : ପିଇବା, ବୁଡ଼ିବା, ମିଶିବା, ଶୋଷିବା
മറ്റ് ഭാഷകളിലേക്കുള്ള വിവർത്തനം :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।അർത്ഥം : ସମ୍ବନ୍ଧ ବା ସଂପର୍କରେ କିଛି ହେବା
ഉദാഹരണം :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
പര്യായപദങ്ങൾ : ସମ୍ପର୍କ ହେବା, ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
ഉദാഹരണം :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
പര്യായപദങ്ങൾ : ଚଢ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରାନ୍ଧିବାବେଳେ କିଛି ପଦାର୍ଥ ବାସନର ତଳେ ଲାଗିରହିବା
ഉദാഹരണം :
ତରକାରୀ ଟିକେ ଲାଗିଯାଇଛି
പര്യായപദങ്ങൾ : ସାମାନ୍ୟ ପୋଡ଼ିଯିବା
മറ്റ് ഭാഷകളിലേക്കുള്ള വിവർത്തനം :