അർത്ഥം : ବହୁ ପରିବାର ରହିବାପାଇଁ ଏକ ଧାଡ଼ିରେ ଲଗାଲଗି ହୋଇ ତିଆରି କରାଯାଇଥିବା ଅନେକ ଘର
ഉദാഹരണം :
ବମ୍ବେରେ ଜାଗା କମ୍ କାରଣରୁ ଲୋକେ ଧାଡ଼ିରେ ରହନ୍ତି
പര്യായപദങ്ങൾ : ଧାଡ଼ି
മറ്റ് ഭാഷകളിലേക്കുള്ള വിവർത്തനം :
अनेक परिवारों के रहने के लिए बनाई गई आपस में सटी हुई मकानों की कतारें।
मुम्बई में जगह की कमी के कारण लोग चालों में रहते हैं।അർത്ഥം : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
ഉദാഹരണം :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସଂଚାର ପ୍ରଣାଳୀରେ ହେଉଥିବା ସଂପର୍କ
ഉദാഹരണം :
ଲାଇନ ଖରାପ ହେବା କାରଣରୁ ଟେଲିଫୋନରେ ସ୍ପଷ୍ଟ ସ୍ବର ଆସୁନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
संचार प्रणाली में होने वाला संपर्क।
लाइन में खराबी होने के कारण टेलिफोन से स्पष्ट आवाज़ नहीं आ रही है।The state of being connected.
The connection between church and state is inescapable.