പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଲଙ୍ଘନ എന്ന വാക്കിന്റെ അർത്ഥവും ഉദാഹരണവും.

ଲଙ୍ଘନ   ବିଶେଷ୍ୟ

അർത്ഥം : ଏହି ପ୍ରକାର ନିଜର ଅଧିକାର ବା ଅଧିକୃତ ସୀମାର ବାହାରକୁ ଅନୁଚିତ ରୂପରେ ଯିବାକାମ, ଯାହା ଅନ୍ୟର ଅଧିକାରରେ ବାଧା ସୃଷ୍ଟି କରେ

ഉദാഹരണം : ଲଙ୍ଘନ ଭଲ ନୁହେଁ

പര്യായപദങ്ങൾ : ଅତିକ୍ରମ, ଡେଇଁ

അർത്ഥം : ନିଜ କାର୍ଯ୍ୟ ଓ ଅଧିକାର କ୍ଷେତ୍ରଆଦିର ସୀମା ପାର ହୋଇ ଯେଉଁଠାକୁ ଯିବା ବା ରହିବା ଅନୁଚିତ,ମର୍ଯାଦା ବିରୁଦ୍ଧ ବା ଅବୈଧ,ସେଭଳି ଜାଗାରେ ପହଁଞ୍ଚିବା କ୍ରିୟା

ഉദാഹരണം : ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ ଭାରତୀୟ ଯବାନ୍‌ ପ୍ରସ୍ତୁତ

പര്യായപദങ്ങൾ : ଅତିକ୍ରମଣ, ଅଭିଲଙ୍ଘନ, ଉଲଙ୍ଘନ


മറ്റ് ഭാഷകളിലേക്കുള്ള വിവർത്തനം :

अपने कार्य, अधिकार क्षेत्र आदि की सीमा पार करके ऐसी जगह पहुँचने की क्रिया, जहाँ जाना या रहना अनुचित, मर्यादा-विरुद्ध या अवैध हो।

सीमा पर अतिक्रमण रोकने के लिए भारतीय जवान मुस्तैद हैं।
अतिक्रम, अतिक्रमण, अपचरण, अपचार, अभिलंघन, अभिलङ्घन, अवदान, उलंघन, उल्लंघन, लंघन, लङ्घन, व्युत्क्रम, व्युत्क्रमण

Entry to another's property without right or permission.

encroachment, intrusion, trespass, usurpation, violation