അർത്ഥം : ଶରୀରରୁ ବସ୍ତ୍ର କାଢ଼ିବା
ഉദാഹരണം :
ମାଆଟି ଶିଶୁକୁ ଗାଧୋଇଦେବାପାଇଁ ଲଙ୍ଗଳା କରୁଥିଲା
പര്യായപദങ്ങൾ : ଉଲଗ୍ନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସବୁକିଛି ଛଡ଼ାଇନେବା
ഉദാഹരണം :
ଲୁଣ୍ଠନକାରୀମାନେ ପଥିକକୁ ଲଙ୍ଗଳା କଲେ
പര്യായപദങ്ങൾ : ଉଲଗ୍ନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :