അർത്ഥം : ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ
ഉദാഹരണം :
ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର
പര്യായപദങ്ങൾ : ଲଙ୍କାମରିଚ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭାରତର ଦକ୍ଷିଣରେ ଥିବା ଏକ ଦେଶ
ഉദാഹരണം :
ଶ୍ରୀଲଙ୍କା ଏକ ଛୋଟ ଦ୍ୱୀପ
പര്യായപദങ്ങൾ : ଶ୍ରୀଲଙ୍କା, ସିଂହଳ, ସିଂହଳଦ୍ୱୀପ, ସିଲୋନ୍
മറ്റ് ഭാഷകളിലേക്കുള്ള വിവർത്തനം :
भारत के दक्षिण में स्थित एक देश। जिसकी राजधानी कोलम्बो व आधिकारिक भाषा सिंहली व तमिल हैं।
श्रीलंका एक छोटा द्वीप है।A republic on the island of Ceylon. Became independent of the United Kingdom in 1948.
ceylon, democratic socialist republic of sri lanka, sri lankaഅർത്ഥം : ଏକ ଛୋଟ ଗଛ ଯାହାର କଟୁ ଫଳକୁ ତରକାରିରେ ମସଲାରୂପେ ବ୍ୟବହାର କରାଯାଏ
ഉദാഹരണം :
କୃଷକ ଖେତର ଲଙ୍କାରେ ପାଣି ଦେଉଛି
പര്യായപദങ്ങൾ : ଲଙ୍କାମରିଚ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ପ୍ରକାର ରାଗଯୁକ୍ତ ଲାଲ ରଙ୍ଗର ଛୁଇଁ ଯାହା ତରକାରୀ ମସଲା ଭାବରେ ବ୍ୟବହ୍ରୁତ ହୋଇଥାଏ
ഉദാഹരണം :
ମାଂସରେ ଲଙ୍କା ଅଧିକ ହୋଇ ଯିବାରୁ ତାହା ବହୁତ ରାଗୁଆ ହୋଇଯାଇଛି
പര്യായപദങ്ങൾ : ଲଙ୍କା ମରିଚ
മറ്റ് ഭാഷകളിലേക്കുള്ള വിവർത്തനം :
A ripe jalapeno that has been dried for use in cooking.
chipotle