അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଚଢ଼େଇଆର ବଡ ଲମ୍ବା, ତୀକ୍ଷଣ ବାଉଁଶ ଯାହା ଶିକାରକୁ ଫାନ୍ଦରେ ପକାଇବାରେ ସାହାଯ୍ୟ କରେ
ഉദാഹരണം : ଶିକାରୀ ହାତରେ ଖେଞ୍ଚୁଣୀ ଧରି ଜଙ୍ଗଲରେ ବୁଲୁଥିଲା
പര്യായപദങ്ങൾ : ଖେଞ୍ଚୁଣୀ, ନଗି, ଭୂଷା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
बहेलियों का वह लम्बा, नुकीला बाँस जो शिकार फँसाने के काम आता है।
അർത്ഥം : ଆଙ୍କୁଡ଼ି ଲଗାହୋଇଥିବା ଏକ ଲମ୍ବା ବାଉଁଶ ଯେଉଁଥିରେ ଫଳ ତୋଳାଯାଏ
ഉദാഹരണം : ସେ ଲଗିରେ ଆମ୍ବ ତୋଳୁଛି
പര്യായപദങ്ങൾ : ନଗି
अँकुसी लगा वह लंबा बाँस जिससे फल आदि तोड़े जाते हैं।
അർത്ഥം : କାଠ ବା ବାଉଁଶଆଦିର ସିଧା ଛୋଟ ଲମ୍ବା ଅଂଶ
ഉദാഹരണം : ବଗିଚାରେ ପିଲାମାନେ ବତା ସାହାଯ୍ୟରେ ଆମ୍ବ ତୋଳୁଛନ୍ତି
പര്യായപദങ്ങൾ : ନଗି, ବତା, ବାଡ଼ି
लकड़ी या बाँस आदि का सीधा थोड़ा लंबा टुकड़ा।
ഇൻസ്റ്റാൾ ചെയ്യുക