അർത്ഥം : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
ഉദാഹരണം :
ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
പര്യായപദങ്ങൾ : ଖାଦ୍ୟ, ପାକ୍, ବ୍ୟଞ୍ଜନ
മറ്റ് ഭാഷകളിലേക്കുള്ള വിവർത്തനം :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।അർത്ഥം : ରାନ୍ଧିବା ବା ତିଆରି କରିବା ପ୍ରକ୍ରିୟା
ഉദാഹരണം :
ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ
പര്യായപദങ്ങൾ : ପାକକର୍ମ, ରନ୍ଧାରନ୍ଧି, ରାନ୍ଧଣା
മറ്റ് ഭാഷകളിലേക്കുള്ള വിവർത്തനം :
The act of preparing something (as food) by the application of heat.
Cooking can be a great art.