അർത്ഥം : ଶୋକଆଦି ଅବସ୍ଥାରେ କାନ୍ଦିକି ଦୁଃଖ ପ୍ରକାଶ କରିବା
ഉദാഹരണം :
ନିଜ ପତିର ମୃତ୍ୟୁ ଖବର ଶୁଣି ସେ ବିଳାପ କରୁଛି
പര്യായപദങ്ങൾ : ଅଶ୍ରୁବୁହାଇବା, କାନ୍ଦିବା, କ୍ରନ୍ଦନକରିବା, ବିଳାପକରିବା
മറ്റ് ഭാഷകളിലേക്കുള്ള വിവർത്തനം :
शोक आदि के समय रोकर दुख प्रकट करना।
अपने पति की मृत्यु का समाचार सुनकर वह विलाप कर रही है।