അർത്ഥം : ଦେହ ଆଦି ପୋଛିବାପାଇଁ ଚାରିକୋଣିଆ ଛୋଟ କନା
ഉദാഹരണം :
ସୀତା ତା ପାଇଁ ଏକ ବହୁତ ସୁନ୍ଦର ରୁମାଲ କିଣିଲା
മറ്റ് ഭാഷകളിലേക്കുള്ള വിവർത്തനം :
A square piece of cloth used for wiping the eyes or nose or as a costume accessory.
handkerchief, hankey, hankie, hankyഅർത്ഥം : ହାତ, ମୁହଁ ପୋଛିବାପାଇଁ ବ୍ୟବହାର କରାଯାଉଥିବା ଏକ ଛୋଟ କନା ପ୍ରାୟତଃ ଖାଇବା ଟେବୁଲ୍ ଉପରେ ରଖାଯାଇଥାଏ
ഉദാഹരണം :
ଖାଇଲାବେଳେ ରୁମାଲ କୋଳରେ ରଖିଲେ ପୋଷାକ ଖରାପ ହୁଏ ନାହିଁ
പര്യായപദങ്ങൾ : ନେପ୍କିନ୍
മറ്റ് ഭാഷകളിലേക്കുള്ള വിവർത്തനം :
हाथ, मुँह पोछने का एक छोटा कपड़ा जो प्रायः खाने की मेज पर रखा जाता है।
खाते समय नैपकिन को गोद में रख लोगे तो कपड़े ख़राब नहीं होंगे।A small piece of table linen that is used to wipe the mouth and to cover the lap in order to protect clothing.
napkin, serviette, table napkin