അർത്ഥം : ରୁକ୍ଷ ହେବାର ଅବସ୍ଥା ବା ଭାବ
ഉദാഹരണം :
ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
പര്യായപദങ്ങൾ : ଉଗ୍ରତା, କଠୋରତା, କର୍କଶତା
മറ്റ് ഭാഷകളിലേക്കുള്ള വിവർത്തനം :
Venom secreted by certain snakes.
snake venomഅർത്ഥം : ଅହଂକାର ଓ ଉଦ୍ଧତ ଭାବ
ഉദാഹരണം :
ଶ୍ୟାମର ପିତା ପୁଲିସ୍ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍ ବେଶୀ
പര്യായപദങ്ങൾ : ଅହଂକାର, ଉଦ୍ଧତାମି, ଔଦ୍ଧତ୍ୟ, ଗର୍ବ, ଫୁଟାଣି
മറ്റ് ഭാഷകളിലേക്കുള്ള വിവർത്തനം :
हेकड़ या अक्खड़ होने का भाव।
श्याम के पिता पुलिस में हैं इसलिए वह हेकड़ी दिखाता है।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessഅർത്ഥം : ଅସମତଳ ହେବାର ଅବସ୍ଥା
ഉദാഹരണം :
ଯୌବନଜାତ ବ୍ରଣ କାରଣରୁ ମୁହଁରେ ରୁକ୍ଷତା ଦେଖାଦେଇଛି
പര്യായപദങ്ങൾ : ଅସମତଳତା, ବନ୍ଧୁରତା
മറ്റ് ഭാഷകളിലേക്കുള്ള വിവർത്തനം :
A texture of a surface or edge that is not smooth but is irregular and uneven.
raggedness, roughnessഅർത്ഥം : କୌଣସି କାମ ବା କଥାରେ ସମ୍ବନ୍ଧାନ୍ବିତ ମନୁଷ୍ୟର ସେହି ମନୋଗତ ଭାବ ଯାହା ତାକୁ କିଛି କରିବା ବା ନକରିବା ନିମନ୍ତେ ପ୍ରବୃତ୍ତ କରିଥାଏ
ഉദാഹരണം :
ଚୀନର ରୁକ୍ଷତା ଅନୁସାରେ ଭାରତ ଏହାର ଜବାବ୍ ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
A complex mental state involving beliefs and feelings and values and dispositions to act in certain ways.
He had the attitude that work was fun.അർത്ഥം : ରୁକ୍ଷ ହେବାର ଅବସ୍ଥା ବା ଭାବ
ഉദാഹരണം :
ରକ୍ଷା ଆଜି ବଡ଼ ରୁକ୍ଷତାରସହ ମୋତେ କଥାବାର୍ତ୍ତା କଲା
പര്യായപദങ്ങൾ : କଠୋରତା, କର୍କଶତା
മറ്റ് ഭാഷകളിലേക്കുള്ള വിവർത്തനം :
Objectivity and detachment.
Her manner assumed a dispassion and dryness very unlike her usual tone.