അർത്ഥം : ଯାହା କରିବା ବା ନେବା ଉଚିତ୍ ହେଉଛି ତା’ ଠାରୁ ନିଆଯାଉଥିବା କମ୍ ପରିମାଣ
ഉദാഹരണം :
ଏହି ଦୋକାନରେ ସବୁ ଜିନିଷ ରିହାତିରେ ମିଳିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
जितना किया या लिया जाना उचित हो उसमें की गई कमी।
इस दुकान में सभी वस्तुएँ रिआयत पर मिलती हैं।അർത്ഥം : ସାଧାରଣ ଲୋକଙ୍କ କଲ୍ୟାଣପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ
ഉദാഹരണം :
କିରୋସିନି,ପେଟ୍ରୋଲ,ଡିଜେଲ ଆଦି ଉପରେ ରିହାତି ମିଳୁଛି
പര്യായപദങ്ങൾ : ସବ୍ସିଡ଼ି
മറ്റ് ഭാഷകളിലേക്കുള്ള വിവർത്തനം :
A grant paid by a government to an enterprise that benefits the public.
A subsidy for research in artificial intelligence.അർത്ഥം : ପରିଶୋଧ କରା ଯାଇଥିବା ରାଶିର କିଛି ଭାଗ ଫେରସ୍ତ
ഉദാഹരണം :
ଏହି ଯୋଜନା ନିୟମ ଅନୁସାରେ କିଣିଲେ ଆପଣଙ୍କୁ ରିହାତି ସଙ୍ଗେସଙ୍ଗେ ଫେରସ୍ତ ଦିଆଯିବ
പര്യായപദങ്ങൾ : ରିବେଟ
മറ്റ് ഭാഷകളിലേക്കുള്ള വിവർത്തനം :