അർത്ഥം : କାଠ ବା ପ୍ଲାଷ୍ଟିକ ଆଦିରେ ତିଆରି ଯେଉଁ ଗୋଲ ବସ୍ତୁ ଉପରେ ସୂତା ଆଦି ଗୁଡ଼ା ଯାଏ
ഉദാഹരണം :
ଆପଣଙ୍କ ପାଖରେ କୌଣସି ଛୋଟ ରିଲ ଅଛି କି?
മറ്റ് ഭാഷകളിലേക്കുള്ള വിവർത്തനം :
लकड़ी, प्लास्टिक आदि की बनी वह गोल वस्तु जिस पर धागा आदि लपेटा जाता है।
आपके पास कोई छोटी रील है क्या?അർത്ഥം : ଫଟୋକ୍ୟାମେରାରେ ଭରାଯାଇଥିବା ଗୋଟିଏ ବସ୍ତୁ ଯାହାଉପରେ ଉଠାଯାଇଥିବା ଚିତ୍ର ସ୍ଥାପିତ ହୋଇଯାଇଥାଏ
ഉദാഹരണം :
ମୋତେ ନିଜ କ୍ୟାମେରାରେ ରିଲ ଭରିବାକୁ ପଡ଼ିବ
മറ്റ് ഭാഷകളിലേക്കുള്ള വിവർത്തനം :
Photographic film rolled up inside a container to protect it from light.
rollഅർത്ഥം : ଯେଉଁ ରିଲ ଉପରେ ସୂତା ଆଦି ଲାଖି ଥାଏ
ഉദാഹരണം :
ଏହି ଡବାରେ ବାରଟି ରଙ୍ଗର ସୂତା ରିଲ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଛାୟାଚିତ୍ର ଯୁକ୍ତ ଝିଲ୍ଲି ରୂପୀ ପତଳା ପ୍ଲାଷ୍ଟିକ ଫିତାର ଏକ ପ୍ରକାର ଗୋଲ ବିଡ଼ା ଯାହାକୁ ପ୍ରୋଜେକ୍ଟର ଦ୍ୱାରା ସିନେମା କରି ଦେଖାଇ ଦିଆଯାଏ
ഉദാഹരണം :
ଏହି ଚଳଚ୍ଚିତ୍ର ପନ୍ଦର ରିଲ ବିଶିଷ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
छायाचित्र युक्त पतली प्लास्टिक की झिल्ली रूपी फीते की वह गोल गड्डी जिससे प्रोजेक्टर द्वारा सिनेमा दिखाया जाता है।
यह चलचित्र पन्द्रह रील की है।A roll of photographic film holding a series of frames to be projected by a movie projector.
reel