അർത്ഥം : ଯେଉଁ ସେନା କେବଳ ଆପାତକାଳୀନ ଡ୍ୟୁଟି କରନ୍ତି ଏବଂ ଅନ୍ୟ ସମୟରେ ସେମାନଙ୍କର କୌଣସି ବିଶେଷ କାର୍ଯ୍ୟ ନ ଥାଏ
ഉദാഹരണം :
ଆରକ୍ଷିତ ସେନାମାନଙ୍କୁ ନିୟୋଜିତ କଲାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଲା
പര്യായപദങ്ങൾ : ଆରକ୍ଷିତ ସେନା
മറ്റ് ഭാഷകളിലേക്കുള്ള വിവർത്തനം :
वह सेना जो केवल आपातकाल में ही तैनात की जाती है और बाकी समय उनकी कोई विशेष ड्यूटी नहीं होती।
आरक्षित सेना के आने के बाद ही बिगड़ी हुई परिस्थिति नियंत्रण में आई।Armed forces that are not on active duty but can be called in an emergency.
military reserve, reserve