അർത്ഥം : ଗୋଟିଏ ରାଷ୍ଟ୍ର ରୂପରେ ହେବା ପ୍ରକ୍ରିୟା
ഉദാഹരണം :
ସ୍ୱତନ୍ତ୍ରତା ମିଳିବା ପରେ ପାକିସ୍ଥାନର ରାଷ୍ଟ୍ରୀୟକରଣ ହେଲା କେବେକେବେ କୌଣସି ପ୍ରଦେଶରେ କିଛି ସ୍ୱାର୍ଥସର୍ବସ୍ୱ ଲୋକ ରାଷ୍ଟ୍ରୀୟକରଣପାଇଁ ଦାବି କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
एक राष्ट्र के रूप में होने या करने की क्रिया।
स्वतंत्रता मिलते ही पाकिस्तान का राष्ट्रीयकरण हुआ।അർത്ഥം : କୌଣସି ବ୍ୟକ୍ତିଗତ ସଂସ୍ଥାର ସରକାର ବା ରାଷ୍ଟ୍ରର ନିୟନ୍ତ୍ରଣକୁ ଆସିବାର ପ୍ରକ୍ରିୟା
ഉദാഹരണം :
ଘରୋଇ ବ୍ୟାଙ୍କଗୁଡ଼ିକୁ ରାଷ୍ଟ୍ରୀୟକରଣ କରାଗଲା
മറ്റ് ഭാഷകളിലേക്കുള്ള വിവർത്തനം :
वह जो किसी का निजी हो या जिसपर किसी व्यक्ति आदि का अधिकार हो उसको बदलकर उसपर सरकार या राष्ट्र का नियंत्रण या सत्ता स्थापित करने की क्रिया।
कई सारे निजी बैंकों का राष्ट्रीयकरण किया गया।Changing something from private to state ownership or control.
communisation, communization, nationalisation, nationalization