അർത്ഥം : ସଂଯୁକ୍ତ ରାଷ୍ଟ୍ର ଆମେରିକାର ସଙ୍ଘୀୟ ସରକାରର ଏକ ସ୍ବତନ୍ତ୍ର ସଂସ୍ଥା ଯେ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଦାୟିତ୍ବବହନ କରିଥାଏ
ഉദാഹരണം :
ନାସା ସଂସ୍ଥା ଅନ୍ତରୀକ୍ଷକୁ ଦୂରବୀକ୍ଷଣ ଯନ୍ତ୍ର ପଠାଇଛି ଯାହା ଦୁନିଆର କୌଣସି ରହସ୍ୟକୁ ଉନ୍ମୋଚନ କରିପାରିବ
പര്യായപദങ്ങൾ : ନାସା, ନେସନାଲ ଏରୋନୋଟିକ୍ସ୍ ଏଣ୍ଡ ସ୍ପେସ୍ ଏଡମିନିଷ୍ଟ୍ରେସନ୍, ରାଷ୍ଟ୍ରୀୟ ବୈମାନିକ ଏବଂ ଅନ୍ତରୀକ୍ଷ ପ୍ରବନ୍ଧନ
മറ്റ് ഭാഷകളിലേക്കുള്ള വിവർത്തനം :
संयुक्त राज्य अमरीका की संघीय सरकार की एक स्वतंत्र संस्था जिस पर अन्तरिक्ष कार्यक्रमों की जिम्मेदारी है।
नासा ने अंतरिक्ष में दूरबीन भेजा है जो दुनिया के कई रहस्यों से पर्दा उठा सकता है।An independent agency of the United States government responsible for aviation and spaceflight.
nasa, national aeronautics and space administration