അർത്ഥം : ଯେଉଁ ପ୍ରସିଦ୍ଧ କ୍ଷେତ୍ରରେ କୌଣସି ପ୍ରଭାବ ଥାଏ
ഉദാഹരണം :
ଚତୁର୍ଦ୍ଦିଗ ମିଥ୍ୟାର ରାଜ୍ୟ ବୈଦିକ ଯୁଗରେ ଭାରତରେ ଜ୍ଞାନର ସାମ୍ରାଜ୍ୟ ଥିଲା
പര്യായപദങ്ങൾ : ସାମ୍ରାଜ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ରାଜତନ୍ତ୍ରରେ ରାଜ୍ୟର ଶାସନ କୌଣସି ରାଜା ବା ରାଣୀଙ୍କ ଅଧୀନରେ ଥାଏ
ഉദാഹരണം :
ମରୁଡ଼ି କାରଣରୁ ରାଜ୍ୟ କୃଷକମାନଙ୍କୁ ସମସ୍ତ ପ୍ରକାରର କର ଛାଡ଼ କରିଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
वह राज्यतंत्र जिसमें राज्य का शासन किसी राजा या रानी के अधीन होता है।
सूखे के कारण राज्य ने किसानों के हर तरह के कर माफ कर दिए।A monarchy with a king or queen as head of state.
kingdomഅർത്ഥം : କୌଣସି ଦେଶର ଏକ ବିଭାଗ ଯାହାର ବାସିନ୍ଦାଙ୍କ ଶାସନପଦ୍ଧତି, ଭାଷା, ଚାଲିଚଳଣି, ବ୍ୟବହାରଆଦି ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ
ഉദാഹരണം :
ସ୍ୱତନ୍ତ୍ର ଭାରତରେ ବର୍ତ୍ତମାନ ଅଣତିରିଶଟି ପ୍ରଦେଶ ଅଛି
പര്യായപദങ്ങൾ : ପ୍ରଦେଶ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
ഉദാഹരണം :
ଭାରତ ମୋ ଦେଶ
പര്യായപദങ്ങൾ : ଅଞ୍ଚଳ, ଦେଶ, ପ୍ରଦେଶ, ମୁଲକ, ରାଷ୍ଟ୍ର
മറ്റ് ഭാഷകളിലേക്കുള്ള വിവർത്തനം :
The country or state or city where you live.
Canadian tariffs enabled United States lumber companies to raise prices at home.അർത്ഥം : ଜଣେ ରାଜା ବା ରାଣୀଙ୍କଦ୍ୱାରା ଶାସିତ କ୍ଷେତ୍ର
ഉദാഹരണം :
ମୋଗଲ ସମୟରେ ଭାରତ ଛୋଟଛୋଟ ରାଜ୍ୟରେ ବିଭକ୍ତ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବ୍ୟକ୍ତିମାନଙ୍କର ଯେଉଁ ଦଳ ଏକ ସ୍ୱାୟତ୍ତ ରାଜ୍ୟଶାସନରେ ସମ୍ମିଳିତ ହୋଇଥାଏ
ഉദാഹരണം :
ରାଜ୍ୟ ଆୟକର ବଢ଼ାଇଦେଇଛି
മറ്റ് ഭാഷകളിലേക്കുള്ള വിവർത്തനം :
* लोगों का वह दल जो एक स्वायत्त राज्य के शासन में सम्मिलित होता है।
राज्य ने आयकर को बढ़ा दिया है।The group of people comprising the government of a sovereign state.
The state has lowered its income tax.