അർത്ഥം : ରାଜ ଦରବାର ବା ସଭା
ഉദാഹരണം :
ରାଜ ଦରବାରରେ ରାଜ୍ୟ ସମସ୍ୟାଗୁଡ଼ିକ ଉପରେ ଚର୍ଚ୍ଚା କରାଗଲା
പര്യായപദങ്ങൾ : ରାଜସଭା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଶାସକ ଅବା ରାଜକୁମାରଙ୍କ ପରିବାର ବା ଅନୁଚରବର୍ଗ
ഉദാഹരണം :
ରାଜଦରବାରରେ ସମସ୍ତ ଲୋକ ଏହି ସମାରୋହରେ ଭାଗ ନେଇଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶାସକ ଅବା ତାଙ୍କର ସମର୍ଥକ ଯାହାଙ୍କ ହାତରେ କୌଣସି ରାଜ୍ୟର ପ୍ରଶାସନ ରହିଥାଏ
ഉദാഹരണം :
ରାଜଦରବାର ଜନତାଙ୍କ ଲାଗି ଗୋଟିଏ ଅଧିସୂଚନା ଜାରି କଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରାଜା ମହାରାଜା ଯେଉଁଠାରେ ନିଜ ସର୍ଦ୍ଦାର ବା ସହଯୋଗୀମାନଙ୍କ ସାଥିରେ ବସୁଥିଲେ
ഉദാഹരണം :
ରାଜା -ମହାରାଜାଙ୍କ ଦରବାରରେ କବି, ଗାୟକଆଦି ଉପସ୍ଥିତ ରହୁଥିଲେ
പര്യായപദങ്ങൾ : ଦରବାର
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जहाँ राजा-महाराजा अपने सरदारों या मुसाहबों के साथ बैठते थे।
राजा-महाराजा के दरबार में कवि, गायक आदि उपस्थित रहते थे।The room in the palace of a native prince of India in which audiences and receptions occur.
durbar