അർത്ഥം : କୌଣସି ବିଶିଷ୍ଟ ବା ନିଶ୍ଚିତ ଅବସ୍ଥା ବା ସ୍ଥିତିରେ ରହିବା
ഉദാഹരണം :
ମୁଁ ଅସୁବିଧାରେ ଅଛି ଆପଣ ଭଲରେ ଅଛନ୍ତି
പര്യായപദങ്ങൾ : ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
ഉദാഹരണം :
ରାମ ସେ କୋଠରୀରେ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.അർത്ഥം : କୌଣସି ଚାଲୁଥିବା କାର୍ଯ୍ୟ ମଝିରେ ବନ୍ଦ ହୋଇଯିବା
ഉദാഹരണം :
କାମ ଧନ୍ଦା ସବୁ ବନ୍ଦ ହୋଇଗଲା ଗାଡ଼ି ରହିଗଲା
പര്യായപദങ്ങൾ : ଥମି ଯିବା, ବନ୍ଦ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी चलते हुए कार्य आदि का बीच में बंद हो जाना या आगे न बढ़ना।
काम-धंधा सब रुक गया है।അർത്ഥം : କାହାରି ଘରେ ଦୀର୍ଘସମୟ ଧରି ରହିବା
ഉദാഹരണം :
ସେ ଏଠାରେ କେତେମାସହେଲା ରହୁଛି
പര്യായപദങ്ങൾ : ଅବସ୍ଥାନକରିବା, ବାସକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
ഉദാഹരണം :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
പര്യായപദങ്ങൾ : ହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष अवस्था में होना या किसी विशेष अवस्था का होना।
यहाँ मौसम अधिकतर एक जैसा रहता है।അർത്ഥം : କାହାରି ଅନ୍ତର୍ଗତ ହେବା
ഉദാഹരണം :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
പര്യായപദങ്ങൾ : ଆସିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
ഉദാഹരണം :
ହିମାଳୟ ଭାରତର ଉତ୍ତରରେ
പര്യായപദങ്ങൾ : ଅବସ୍ଥାନ କରିବା, ଅବସ୍ଥିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
Be located or situated somewhere. Occupy a certain position.
lieഅർത്ഥം : ଖରାପ ହେବାକୁ ନଦେବା
ഉദാഹരണം :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
പര്യായപദങ്ങൾ : ସୁରକ୍ଷିତ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।അർത്ഥം : କୌଣସି ବସ୍ତୁ, ଜାଗା ଆଦିରେ ରଖା ହେବା ବା ରଖିବା ବା ତାହାର ଅନ୍ତର୍ଗତ ହେବା
ഉദാഹരണം :
ଟାଙ୍କିରେ ପାଣିଅଛିଏହି ବୋତଲରେ ଦୁଧ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु, जगह आदि में रखा होना या रखना या उसके अंतर्गत होना।
टंकी में पानी है।അർത്ഥം : ଖରାପ ନ ହେବା
ഉദാഹരണം :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
പര്യായപദങ്ങൾ : ରହିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
ഉദാഹരണം :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
പര്യായപദങ്ങൾ : ଘଟିବା, ଥିବା, ସଂପର୍କ ଥିବା, ହେବା
മറ്റ് ഭാഷകളിലേക്കുള്ള വിവർത്തനം :
Have a personal or business relationship with someone.
Have a postdoc.അർത്ഥം : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
ഉദാഹരണം :
ତାଙ୍କ ଭାଇ ଆମେରିକାରେ ରହନ୍ତି
പര്യായപദങ്ങൾ : ବାସକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାକି ରହିବା
ഉദാഹരണം :
କେତେଥର ରଗଡ଼ି ଧୋଇବା ସତ୍ତ୍ୱେ କିଛି ଦାଗ ରହିଗଲା
പര്യായപദങ്ങൾ : ରହିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାର ସହାୟତାରେ ରହିବା
ഉദാഹരണം :
ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
പര്യായപദങ്ങൾ : ଅବସ୍ଥିତ ହେବା
അർത്ഥം : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
ഉദാഹരണം :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
പര്യായപദങ്ങൾ : ଚାଲିବା, ତିଷ୍ଠି ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହିସାବ କଲା ପରେ କିଛି ଧନ କାହା ପାଖରେ ରହିବା
ഉദാഹരണം :
ଆପଣଙ୍କ ଉପରେ ମୋର ପାଞ୍ଚଟଙ୍କା ରହିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : (ଜୀବନଯାପନ କରିବାପାଇଁ) ନିବାସ କରିବା
ഉദാഹരണം :
ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
പര്യായപദങ്ങൾ : ବସବାସକରିବା, ବାସକରିବା
മറ്റ് ഭാഷകളിലേക്കുള്ള വിവർത്തനം :