അർത്ഥം : ବୈଦ୍ୟଶାସ୍ତ୍ର ଅନୁସାରେ ଯେଉଁ ଔଷଧ ମନୁଷ୍ୟକୁ ସବୁବେଳେ ସୁସ୍ଥ ଏବଂ ପୁଷ୍ଟ କରି ରଖିଥାଏ
ഉദാഹരണം :
ବୈଦ୍ୟ ଏହି ରସାୟନ ଖାଇବାକୁ କହିଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରସାୟନ ସମ୍ବନ୍ଧିତ ଦ୍ରବ୍ୟ
ഉദാഹരണം :
ପରୀକ୍ଷାଗାରରେ ସାବଧାନ ହୋଇ ରସାୟନର ପ୍ରୟୋଗ କରିବା ଉଚିତ୍
പര്യായപദങ്ങൾ : ରାସାୟନିକ ଦ୍ରବ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
रसायन से संबंधित द्रव्य।
प्रयोगशाला में रसायनों का प्रयोग सावधानी से करना चाहिए।അർത്ഥം : ତମ୍ବା,ଲୁହା ଆଦିରୁ ସୁନା ତିଆରି କରିବାର ଏକ କଳ୍ପିତ ବିଦ୍ୟା
ഉദാഹരണം :
ଆଗକାଳରେ ଲୋକମାନେ ରସାୟନ ଉପରେ ବିଶ୍ୱାସ କରୁଥିଲେ
പര്യായപദങ്ങൾ : ସ୍ୱର୍ଣ୍ଣସିଦ୍ଧି
മറ്റ് ഭാഷകളിലേക്കുള്ള വിവർത്തനം :
ताँबे, लोहे आदि से सोना बनाने की एक कल्पित विद्या।
पुराने समय में लोग रसायन पर विश्वास करते थे।A pseudoscientific forerunner of chemistry in medieval times.
alchemy