അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ସାରହୀନ ବା ଯେଉଁଥିରେ କିଛି କାମଯୋଗ୍ୟ କଥା ବା ବସ୍ତୁ ନ ଥାଏ
ഉദാഹരണം : ସାରହୀନ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କଲେ କଣ ଲାଭ ମିଳିବ?
പര്യായപദങ്ങൾ : ନିଃସାର, ସାରହୀନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
सार रहित या जिसमें कोई काम की बात या वस्तु न हो।
അർത്ഥം : ଯାହା ରୋଚକ ନୁହେଁ
ഉദാഹരണം : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
പര്യായപദങ്ങൾ : ଅରୁଚିକର, ଅରୋଚକ, ନୀରସ
जो रोचक न हो।
അർത്ഥം : ଯେଉଁଥିରେ ରସ ନାହିଁ
ഉദാഹരണം : ଶୁଖିଲା ଫଳ ରସହୀନ ହୋଇଥାଏ
പര്യായപദങ്ങൾ : ନୀରସ, ବେରସ, ଶୁଖିଲା, ଶୁଷ୍କ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जिसमें रस न हो।
Lacking juice.
ഇൻസ്റ്റാൾ ചെയ്യുക