അർത്ഥം : କବିରାଜିରେ ରୋଗୀର ଚିକିତ୍ସା କରିବା ପୂର୍ବରୁ ଶରୀରରେ କେଉଁ ରସ କମ୍ ତଥା କେଉଁ ରସ ଅଧିକ ତାହା ଜାଣିବା ପ୍ରକ୍ରିୟା
ഉദാഹരണം :
ବୈଦ୍ୟ କହିଲେ ସେହି ରସସାମ୍ୟ ପରେ ଔଷଧ ଆରମ୍ଭ କରିବ
മറ്റ് ഭാഷകളിലേക്കുള്ള വിവർത്തനം :
वैद्यक में रोगी की चिकित्सा करने से पूर्व यह देखने की क्रिया कि शरीर में कौन सा रस कम तथा कौन सा अधिक है।
वैद्य ने कहा कि वह रससाम्य के बाद ही दवा शुरू करेगा।