അർത്ഥം : ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
ഉദാഹരണം :
ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଜଗତର ରଚନା କରାଯାଇଛି ଏହି ଭବନର ନିର୍ମାଣ କୌଶଳ ମୋଗଲଶୈଳୀ ଅନୁସାରେ ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
रचने या बनाने की क्रिया या भाव।
धर्म ग्रन्थों के अनुसार जगत की रचना ब्रह्मा द्वारा की गई है।അർത്ഥം : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି
ഉദാഹരണം :
ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ
പര്യായപദങ്ങൾ : ଗଠନ, ନିର୍ମାଣ, ପ୍ରଣୟନ, ବିନ୍ୟାସ
മറ്റ് ഭാഷകളിലേക്കുള്ള വിവർത്തനം :
An arrangement of people or things acting as a unit.
A defensive formation.അർത്ഥം : ଚିତ୍ର, ଗ୍ରନ୍ଥ, ବାସ୍ତୁ ଆଦି ରୂପରେ ବନାହୋଇଥିବା ବସ୍ତୁ
ഉദാഹരണം :
ତାଜମହଲ ବିଶ୍ୱର ସର୍ବୋତ୍ତମ କୃତିଗୁଡ଼ିକ ମଧ୍ୟରୁ ଏକ
പര്യായപദങ്ങൾ : କୃତି
മറ്റ് ഭാഷകളിലേക്കുള്ള വിവർത്തനം :
A product produced or accomplished through the effort or activity or agency of a person or thing.
It is not regarded as one of his more memorable works.അർത്ഥം : ସାହିତ୍ୟ ସହିତ ସମ୍ବନ୍ଧିତ କୃତ୍ତି
ഉദാഹരണം :
ତୁଳସୀଦାସଙ୍କର ରାମଚରିତମାନସ ବିଶ୍ୱପ୍ରସିଦ୍ଧ ସାହିତିୟ୍କ କୃତି
പര്യായപദങ്ങൾ : ସାହିତିକ୍ୟ କୃତି, ସାହିତିକ୍ୟ ରଚନା
മറ്റ് ഭാഷകളിലേക്കുള്ള വിവർത്തനം :
साहित्य से संबंधित कृति।
तुलसीदास का राम चरित मानस विश्व प्रसिद्ध साहित्यिक कृति है।Creative writing of recognized artistic value.
literatureഅർത്ഥം : କୌଣସି ବିଷୟରେ ସବିସ୍ତାର ବିବେଚନା ଯେଉଁଥିରେ ତା ସମ୍ବନ୍ଧିତ ଅନେକ ମତ, ବିଚାର, ମନ୍ତବ୍ୟଆଦିର ତୁଳନାତ୍ମକ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ବିବେଚନା ହୁଏ
ഉദാഹരണം :
ନିବନ୍ଧକାର ଏହି ନିବନ୍ଧ ମାଧ୍ୟମରେ ଜାତିବାଦର ବିରୋଧ କରିଛନ୍ତି
പര്യായപദങ്ങൾ : ନିବନ୍ଧ, ପ୍ରବନ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
An analytic or interpretive literary composition.
essayഅർത്ഥം : ଲେଖାଯାଇଥିବା ଜିନିଷ
ഉദാഹരണം :
ତାଙ୍କର ସାହିତ୍ୟିକ ରଚନା ପଢ଼ିବାରେ ରୁଚି ଅଛି
പര്യായപദങ്ങൾ : ଲେଖା
മറ്റ് ഭാഷകളിലേക്കുള്ള വിവർത്തനം :
लिखी हुई वस्तु।
पत्र, दस्तावेज, पद्य, गद्य आदि सभी लेख हैं।