അർത്ഥം : ରଙ୍ଗାଇବାର କାମ ବା ଭାବ
ഉദാഹരണം :
ସେ କପଡ଼ା ରଙ୍ଗେଇବାପାଇଁ ରଙ୍ଗାଜୀବ ଦୋକାନକୁ ଯାଇଛି ଗୋଟିଏ କୋଠରୀର ରଙ୍ଗେଇରେ ହିଁ ସବୁ ରଙ୍ଗ ଶେଷ ହୋଇଗଲା
പര്യായപദങ്ങൾ : ରଙ୍ଗେଇ, ରଙ୍ଗେଇବା
മറ്റ് ഭാഷകളിലേക്കുള്ള വിവർത്തനം :
The act of applying paint to a surface.
You can finish the job of painting faster with a roller than with a brush.അർത്ഥം : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
പര്യായപദങ്ങൾ : ରଙ୍ଗକରାଇବା, ରଙ୍ଗେଇବା, ରଞ୍ଜିତକରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନ୍ୟ କାହାଦ୍ୱାରା ରଙ୍ଗକରିବାକାମ କରାଇବା
ഉദാഹരണം :
ସେ ତାଙ୍କ ଘରକୁ ଚାକରଙ୍କଦ୍ୱାରା ରଙ୍ଗାଇଲେ
പര്യായപദങ്ങൾ : ରଙ୍ଗକରାଇବା, ରଞ୍ଜାଇବା, ରଞ୍ଜିତ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚିତ୍ର ଆଦିରେ ରଙ୍ଗ ଲଗାଇବା
ഉദാഹരണം :
ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
പര്യായപദങ്ങൾ : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ଗୋଳାହୋଇଥିବା ରଙ୍ଗରେ ମଡ଼େଇ ବା ବୁଡ଼େଇ ରଙ୍ଗୀନ କରିବା
ഉദാഹരണം :
ଜେଜେମା ଧୋତି ରଙ୍ଗାଉଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :