അർത്ഥം : ଯେଉଁ ସ୍ଥାନ ବା ଗୃହରେ ନାଟକ ଅଭିନୀତ ହୁଏ
ഉദാഹരണം :
ରଙ୍ଗମଂଚରେ ଆଜି ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ରଙ୍କ ନାଟକ ହେଉଛି
പര്യായപദങ്ങൾ : ଥିୟେଟର୍, ନାଟ୍ୟ ନିକେତନ, ନାଟ୍ୟଗୃହ, ନାଟ୍ୟମନ୍ଦିର, ନାଟ୍ୟଶାଳା, ରଙ୍ଗାଳୟ
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान या घर जहाँ नाटक होता है।
नाट्यशाला में आज सत्यवादी राजा हरिश्चंद्र का नाटक होने वाला है।