അർത്ഥം : ନାଲି ପଡ଼ିଯାଇଥିବା
ഉദാഹരണം :
ତାଙ୍କର ଅରୁଣିମ ମୁଖର ଶୋଭା ଅଲଗା ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲାଲ କରାଯାଇଥିବା
ഉദാഹരണം :
ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
പര്യായപദങ്ങൾ : ଅରୁଣିତ, ରକ୍ତାଭ, ଲାଲବର୍ଣ୍ଣଯୁକ୍ତ, ଲୋହିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲହୁ ବା ରକ୍ତ ରଙ୍ଗର
ഉദാഹരണം :
ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
പര്യായപദങ്ങൾ : ରକ୍ତବର୍ଣ୍ଣ, ରକ୍ତାଭ, ଲୋହିତ
മറ്റ് ഭാഷകളിലേക്കുള്ള വിവർത്തനം :