അർത്ഥം : ଯାହା ରକ୍ତ ବର୍ଣ୍ଣର
ഉദാഹരണം :
ରାମ ହାତରେ ନାଲି ରୁମାଲ ଥିଲା
പര്യായപദങ്ങൾ : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ଲାଲ, ଲୋହିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲାଲ କରାଯାଇଥିବା
ഉദാഹരണം :
ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
പര്യായപദങ്ങൾ : ଅରୁଣିତ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ, ଲୋହିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲହୁ ବା ରକ୍ତ ରଙ୍ଗର
ഉദാഹരണം :
ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
പര്യായപദങ്ങൾ : ରକ୍ତବର୍ଣ୍ଣ, ରକ୍ତିମ, ଲୋହିତ
മറ്റ് ഭാഷകളിലേക്കുള്ള വിവർത്തനം :