പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଯୋଡ଼ିହେବା എന്ന വാക്കിന്റെ അർത്ഥവും ഉദാഹരണവും.

ଯୋଡ଼ିହେବା   କ୍ରିୟାପଦ

അർത്ഥം : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ

ഉദാഹരണം : ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା

പര്യായപദങ്ങൾ : ଜାବୁଡ଼ି ଧରିବା, ମିଶିଯିବା, ଲାଗିବା


മറ്റ് ഭാഷകളിലേക്കുള്ള വിവർത്തനം :

आपस में इस प्रकार मिलना कि दोनों के पार्श्व या तल एक दूसरे को स्पर्श करें।

बच्चा डरकर माँ की छाती से सट गया।
चिपकना, जुटना, जुड़ना, भिड़ना, सटना

അർത്ഥം : କେତେକ ବସ୍ତୁ ପରସ୍ପର ସହିତ ଏପରି ମିଶିବ ବା ଯୋଡ଼ିହେବ ଯେପରି ଗୋଟିକର ପୃଷ୍ଠ ବା ଅନ୍ୟଟିର ସହିତ ଲାଗିଯିବ

ഉദാഹരണം : ଏହି ଚୌକିର ଭାଙ୍ଗି ଯାଇଥିବା ହାତ ଯୋଡ଼ିହୋଇଗଲା

പര്യായപദങ്ങൾ : ଲାଗିଯିବା, ସଂଯୁକ୍ତ ହେବା, ସଂଲଗ୍ନ ହେବା


മറ്റ് ഭാഷകളിലേക്കുള്ള വിവർത്തനം :

कुछ वस्तुओं का इस प्रकार परस्पर मिलना या सटना कि एक का अंग या तल दूसरी के साथ लग या चिपक जाए।

इस कुर्सी का टूटा हुआ हत्था जुड़ गया।
जुटना, जुड़ना, लगना, संबंध होना, संबद्ध होना, संयुक्त होना, संलग्न होना

Be or become joined or united or linked.

The two streets connect to become a highway.
Our paths joined.
The travelers linked up again at the airport.
connect, join, link, link up, unite