അർത്ഥം : ବସାଇବାର କ୍ରିୟା
ഉദാഹരണം :
ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସଂଖ୍ୟାମାନଙ୍କର ଯୋଗଫଳ ନିରୂପଣ କରିବା
ഉദാഹരണം :
ଛାତ୍ର ଦଶକ ସଂଖ୍ୟାଗୁଡ଼ିକୁ ବହୁତ ସହଜରେ ଯୋଗ କରିଦେଲା
പര്യായപദങ്ങൾ : ମିଶାଣ କରିବା, ମିଶେଇଦେବା, ଯୋଗକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାଠ ଆଦିରେ କଣାକରି ଅନ୍ୟ ଖଣ୍ଡେକାଠକୁ ସେଥିରେ ପୁରାଇବା ବା ପ୍ରବିଷ୍ଟ କରାଇବା
ഉദാഹരണം :
ବଢ଼େଇ ଖଟ ତିଆରି କରିବାପାଇଁ ଏକ କାଠକୁ ଅନ୍ୟ ଖଣ୍ଡେକାଠରେ ଯୋଡ଼ୁଛି
പര്യായപദങ്ങൾ : ସଂଲଗ୍ନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
लकड़ी आदि में छेद करके दूसरी लकड़ी का सिरा उसमें घुसाना या प्रविष्ट कराना।
बढ़ई खाट बनाने के लिए एक लकड़ी को दूसरी लकड़ी में सालता है।അർത്ഥം : କୌଣସି ପ୍ରକାରର ସମ୍ବନ୍ଧ ସ୍ଥାପନ କରିବା
ഉദാഹരണം :
ବିବାହ ଦୁଇ ପରିବାରକୁ ଯୋଡ଼େ
മറ്റ് ഭാഷകളിലേക്കുള്ള വിവർത്തനം :
Establish a rapport or relationship.
The President of this university really connects with the faculty.അർത്ഥം : କୋଣସି ଅନ୍ୟ ଜିନିଷର ଶେଷରେ ଲଗାଇବା ବା ଯୋଗ କରିବା
ഉദാഹരണം :
ହାର ତିଆରି କରିବାପାଇଁ ସେ ସୁନା ତାରଗୁଡ଼ିକୁ ଯୋଡ଼ିଲା
പര്യായപദങ്ങൾ : ସଂଲଗ୍ନକରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी दूसरे के साथ अंत में लगाना या सटाना।
हार बनाने के लिए उसने सोने के तारों को संलग्न किया।Cause to be attached.
attach