അർത്ഥം : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
ഉദാഹരണം :
ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
പര്യായപദങ്ങൾ : ବାରବୁଲା
മറ്റ് ഭാഷകളിലേക്കുള്ള വിവർത്തനം :
A member of a people who have no permanent home but move about according to the seasons.
nomadഅർത്ഥം : ଯେ ବହୁତ ବୁଲେ
ഉദാഹരണം :
ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
പര്യായപദങ്ങൾ : ବାରବୁଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ବହୁତ ବୁଲାବୁଲି କରେ
ഉദാഹരണം :
ଯୋଗିରାଜ ହରିହର ସ୍ୱାମୀ ଜଣେ ବୁଲା ସଂଥ
പര്യായപദങ്ങൾ : ପର୍ଯ୍ୟଟନପ୍ରିୟ, ବୁଲା, ବୁଲାପ୍ରିୟ, ଭ୍ରମଣପ୍ରିୟ
മറ്റ് ഭാഷകളിലേക്കുള്ള വിവർത്തനം :
जो बहुत घूमता हो।
योगिराज हरिहरनजी एक घुमक्कड़ संत हैं।അർത്ഥം : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
ഉദാഹരണം :
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
പര്യായപദങ്ങൾ : ଅସ୍ଥାୟୀ
മറ്റ് ഭാഷകളിലേക്കുള്ള വിവർത്തനം :