അർത്ഥം : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
ഉദാഹരണം :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାତ୍ରା କାଳରେ ଅତିକ୍ରମ କରା ଯାଉଥିବା ଦୂରତା
ഉദാഹരണം :
ତାଙ୍କୁ ପଚାଶ ମାଇଲ ଦୂରତା ଭ୍ରମଣ କରିବାକୁ ପଡିଲା
പര്യായപദങ്ങൾ : ଭ୍ରମଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ମହାନ ଉଦ୍ଦେଶ୍ୟ ସାଧନ କରିବାପାଇଁ ଯିବା ବା ବାହାରିବାର ପ୍ରକ୍ରିୟା
ഉദാഹരണം :
ସରକାର ଲୋକମାନଙ୍କୁ ସାକ୍ଷର କରିବାପାଇଁ ସାକ୍ଷରତା ଅଭିଯାନ ଚଳାଇଛନ୍ତି
പര്യായപദങ്ങൾ : ଅଭିଯାନ
മറ്റ് ഭാഷകളിലേക്കുള്ള വിവർത്തനം :
कोई बहुत बड़ा उद्देश्य सिद्ध करने के लिए निकलने या चल पड़ने की क्रिया।
सरकार ने लोगों को साक्षर करने के लिए साक्षरता अभियान चलाया है।A journey organized for a particular purpose.
expeditionഅർത്ഥം : କୌଣସି ବିଶେଷ ସ୍ଥାନକୁ ଭ୍ରମଣ ନିମନ୍ତେ କରାଯାଉଥିବା ଯାତ୍ରା
ഉദാഹരണം :
ଆମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭ୍ରମଣରେ ଯାଉଛନ୍ତି
പര്യായപദങ്ങൾ : ଭ୍ରମଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭଲ ଓ ମନ୍ଦ ବା ସୌଭାଗ୍ୟ ଓ ଦୁର୍ଭାଗ୍ୟର ଦିନଗୁଡିକର ଚାଲୁଥିବା ଚକ୍ର
ഉദാഹരണം :
ଜୀବନର ଚକ୍ରଯାତ୍ରାରେ ସେମାନେ ସର୍ବଦା ସନ୍ତୁଳିତ ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
अच्छे और बुरे अथवा सौभाग्य और दुर्भाग्य के दिनों का चलता रहनेवाला चक्र।
ज़िदंगी के दौर में वे हमेशा संतुलित रहे।അർത്ഥം : ଯୁଦ୍ଧପାଇଁ ପ୍ରସ୍ଥାନ କରିବା କ୍ରିୟା
ഉദാഹരണം :
ରାମଙ୍କର ସେନା ଲଙ୍କାଆଡ଼କୁ ପ୍ରସ୍ଥାନ କଲେ
പര്യായപദങ്ങൾ : ଗମନ, ପ୍ରସ୍ଥାନ, ଯୁଦ୍ଧ ଯାତ୍ରା
മറ്റ് ഭാഷകളിലേക്കുള്ള വിവർത്തനം :
The act of invading. The act of an army that invades for conquest or plunder.
invasionഅർത്ഥം : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ
ഉദാഹരണം :
ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?
പര്യായപദങ്ങൾ : ପରିବହନ ଭଡ଼ା, ଭଡା, ଶୁଳ୍କ
മറ്റ് ഭാഷകളിലേക്കുള്ള വിവർത്തനം :
किसी सवारी पर चढ़ने के लिए दिया जाने वाला कुछ निश्चित धन।
यहाँ से दिल्ली का किराया कितना है?