അർത്ഥം : ପରୀକ୍ଷା ନେବା, ପରଖିବା କିମ୍ବା ଯାଞ୍ଚ କରିବା କାମ
ഉദാഹരണം :
ଜଣେ ଜ୍ୟୋତିଷ ମୋର ଜନ୍ମକୁଣ୍ଡଳୀକୁ ପରୀକ୍ଷା କଲେ
പര്യായപദങ്ങൾ : ପରୀକ୍ଷା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ
ഉദാഹരണം :
ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
The act of giving students or candidates a test (as by questions) to determine what they know or have learned.
examination, testingഅർത്ഥം : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
ഉദാഹരണം :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
പര്യായപദങ്ങൾ : ଅନୁସନ୍ଧାନ, ତନଖି, ତଲାସ, ପରଖ
മറ്റ് ഭാഷകളിലേക്കുള്ള വിവർത്തനം :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।അർത്ഥം : ମିଳାଇ ବା ଯାଞ୍ଚକରି ଏହା ଠିକ ବା ଯେଉଁଭଳି ରହିବା କଥା ସେଭଳି ଅଛି କି ନାହିଁ ପରୀକ୍ଷା କରିବା
ഉദാഹരണം :
କାର୍ଯ୍ୟାଳୟରେ ବାବୁ ପ୍ରଥମେ କାଗଜ ଗୁଡ଼ିକ ଯାଞ୍ଚ କଲେ
പര്യായപദങ്ങൾ : ଯାଂଚ
മറ്റ് ഭാഷകളിലേക്കുള്ള വിവർത്തനം :
मिलान या जाँच करके यह देखने की क्रिया कि यह ठीक या ज्यों-का-त्यों है या नहीं।
कार्यालय में बाबू ने पहले कागजात का सत्यापन किया।Additional proof that something that was believed (some fact or hypothesis or theory) is correct.
Fossils provided further confirmation of the evolutionary theory.അർത്ഥം : ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା
ഉദാഹരണം :
ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର
പര്യായപദങ്ങൾ : ଡାକ୍ତରୀ ପରୀକ୍ଷା, ପରୀକ୍ଷା
മറ്റ് ഭാഷകളിലേക്കുള്ള വിവർത്തനം :
A thorough physical examination. Includes a variety of tests depending on the age and sex and health of the person.
checkup, health check, medical, medical checkup, medical exam, medical examination