അർത്ഥം : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
ഉദാഹരണം :
କୃଷକଟି କ୍ଷେତର ଦେଖାରଖା କରୁଛି
പര്യായപദങ്ങൾ : ଦେଖାରଖା, ଦେଖାଶୁଣା, ସଂରକ୍ଷଣ, ହେପାଜତ
മറ്റ് ഭാഷകളിലേക്കുള്ള വിവർത്തനം :
The activity of protecting someone or something.
The witnesses demanded police protection.അർത്ഥം : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
ഉദാഹരണം :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
പര്യായപദങ്ങൾ : ଉପାୟ, ପ୍ରଯତ୍ନ, ବାଟ, ବିଧି, ମାର୍ଗ, ରାସ୍ତା, ସାଧନ
മറ്റ് ഭാഷകളിലേക്കുള്ള വിവർത്തനം :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।അർത്ഥം : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
ഉദാഹരണം :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
പര്യായപദങ്ങൾ : ଆଗ୍ରହ, ଉତ୍ସାହ, ଉଲ୍ଲାସ
മറ്റ് ഭാഷകളിലേക്കുള്ള വിവർത്തനം :
A feeling of excitement.
enthusiasm