അർത്ഥം : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
ഉദാഹരണം :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
പര്യായപദങ്ങൾ : ଆଧାରଭୂତ, ମୂଳ, ମୂଳ ଆଧାର
മറ്റ് ഭാഷകളിലേക്കുള്ള വിവർത്തനം :
Being or involving basic facts or principles.
The fundamental laws of the universe.അർത്ഥം : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
ഉദാഹരണം :
ଏହା ମୋର ମୌଳିକ ରଚନା
പര്യായപദങ്ങൾ : ନିଜସ୍ୱ, ମୂଳ, ସ୍ୱକୃତ, ସ୍ୱରଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Not derived or copied or translated from something else.
The play is original; not an adaptation.