അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ମୋହର ଲଗାଇବା ପରେ ପ୍ରାପ୍ତ ଛାପ ବା ଆକୃତି
ഉദാഹരണം : ସେ କାଗଜ ଉପରେ ଲାଗିଥିବା ମୋହରରେ ଦସ୍ତଖତ କଲେ
പര്യായപദങ്ങൾ : ଛାପ, ଷ୍ଟାମ୍ପ୍, ସିଲ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
मोहर लगाने पर प्राप्त छाप या आकृति।
അർത്ഥം : ସତରଶହ ଶତାଦ୍ଦୀର ମଧ୍ୟଭାଗରୁ ଉଣେଇଶ ଶହ ବତିଶ ପର୍ଯ୍ୟନ୍ତ ଚଳୁଥିବା ଗୋଟିଏ ମୁଦ୍ରା
ഉദാഹരണം : ମୋହର ସୁନା ବା ରୁପାରେ ହେଉଥିଲା
പര്യായപദങ്ങൾ : ମଉଡ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
नेपाल में सत्रहवीं शताब्दी के मध्य से उन्नीस सौ बत्तीस तक चलने वाली मुद्रा।
Monetary unit in Nepal.
അർത്ഥം : ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍
ഉദാഹരണം : ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ
പര്യായപദങ്ങൾ : ଛାପା, ମୁଦ୍ରା, ଷ୍ଟାମ୍ପ୍
अक्षर, चिह्न, नाम आदि की छाप लेने या उन्हें दबाकर अंकित करने का ठप्पा।
A block or die used to imprint a mark or design.
അർത്ഥം : ସୁନାର ମୁଦ୍ରା
ഉദാഹരണം : ସେ ସ୍ୱର୍ଣ୍ଣକାରଠାରୁ ମୋହର ବଦଳରେ ଟଙ୍କା ନେଲା
मुगल शासन में सोने का वह सिक्का जिसकी तौल, धातु आदि की प्रामाणिकता सिद्ध करने के लिए उस पर टकसाल या शासन का ठप्पा लगा रहता था।
ഇൻസ്റ്റാൾ ചെയ്യുക